Unit
ସୂର୍ଯ୍ୟ ଆଲୋକ ଦ୍ଵାରା ଦିନବେଳା ଗୋଟିଏ Galo Solar Panel ପୂର୍ଣ୍ଣ କ୍ଷମତାରେ 550wp × 4 Panels (2kw ପାଇଁ) = 2200kva ହୁଏ ତା' ହେଲେ ଏହାର ଅର୍ଥ 8 Unit ବିଦ୍ୟୁତ୍ ଉତ୍ପନ୍ନ ହେବ । ସେହିପରି (3kw ପାଇଁ) 6 ଟି penels ରେ 12 ୟୁନିଟ ବିଦ୍ୟୁତ୍ ଉତ୍ପନ୍ନ ହେବ ।
ନିଜ ଘରର ଆବଶ୍ୟକତା ଅନୁସାରେ ଆପଣମାନେ 2kw ବା 3kw ର ସଂଯୋଗ କରିବେ ତାହା ଆମକୁ ଆବେଦନ ଫର୍ମ ରେ ଜଣାଇବେ ।
ହିସାବ କଲେ :
3kw ପାଇଁ 12 ରୁ 15 ୟୁନିଟ × 30 ଦିନ = 360+ ୟୁନିଟ।
2kw ପାଇଁ 8 ରୁ 10 ୟୁନିଟ × 30 ଦିନ = 240+ ୟୁନିଟ ।
Details Click 👇
PM Spech 👇
କେବଳ ଜାଣିବା ପାଇଁ 8kW Galo Solar
କେବଳ ଜାଣିବା ପାଇଁ 12kw Other Solar
.



Comments
Post a Comment