PM ସୂର୍ଯ୍ୟ ଘର
PM ସୂର୍ଯ୍ୟ ଘର ପାଇଁ ଆବଶ୍ୟକ Documents କେବଳ ଜେରକ୍ସ କପି
1- Electricity bill
2- Adhar card
3- Pan Card
4- Bank Passbook (Axis Bank Intant Digital Account Opening)
5- Photo 4 (copy)
6- Mobile Number
7- Email ID
ବିଦ୍ର: ଯାହାର ନାମରେ ବିଦ୍ୟୁତ୍ ବିଲ ଥିବ ସେହି ବ୍ୟକ୍ତିଙ୍କ ଡକ୍ୟୁମେଣ୍ଟ ଆମକୁ ଦେବେ ।
ବ୍ୟାଙ୍କ ରେ ଋଣ Sanction ହେବା ପାଇଁ ରହୁଥିବା ଜମି ପଟା ଜେରକ୍ସ କପି ଲାଗି ପାରେ
୧. ବ୍ୟାଙ୍କ ରେ ଲୋନ୍ Sanction ପାଇଁ Civel Score ଭଲ ଥିବା ଆବଶ୍ୟକ ।
୨. ବିଦ୍ୟୁତ୍ ବିଲ ଦେୟ ₹ ୫୦୦ < ₹୧୫୦୦ ରୁ ଅଧିକ ବକେୟା ନ ଥିବା ଆବଶ୍ୟକ ।
2 କିଲୋ ୱାଟ ସୋଲାର କୁ PRICE- 147000(GOVERNMENT SUBSIDY RS-110000)
3 କିଲୋ ୱାଟ solar କୁ PRICE- 210000(GOVERNMENT SUBSIDY RS-138000)
ଯେଉଁ ଉପଭୋକ୍ତାଙ୍କ ବିଦ୍ୟୁତ୍ ସଂଯୋଗ ଉପରୋକ୍ତ ଆବେଦନ (2Kw, 3Kw ରୁ କମ କିଲୋ ୱାଟ load ହୋଇଥାଏ ତେବେ, ସେ ଉପଭୋକ୍ତା ତାଙ୍କର Load କିଲୋ ୱାଟ କୁ ବର୍ଦ୍ଧିତ କରିବାକୁ ହେବ Section Office ଯାଇ ।
💥 ଆପଣ ମାନେ କେବଳ ଆମକୁ ପ୍ରଥମେ ଡକ୍ୟୁମେଣ୍ଟ ଦିଅନ୍ତୁ ।
Online କରିବା ସମୟରେ ଆପଣଙ୍କ ପାଖକୁ office ଠୁ call ଏବଂ otp ଆସିବ।
ସବିଶେଷ ବିବରଣୀ ଦେଖିପାରିଵେ 👇
PM ସୂର୍ଯ୍ୟ ଘର On Gride Connection ଦେବ
On-Gride to Off-Gride Connection Using ATS => https://youtu.be/uKscuZnX89I?si=MHZ2UHmtrSp_Tb25
୨ କିଲୋ ୱାଟ ସୋଲାର ର ମୂଲ୍ୟ ୧୪୭୦୦୦ - ସରକାରୀ ରିହାତି ୧୧୦୦୦୦ = ୩୭୦୦୦ (ଇଷ୍ଟଲେସନ ପରେ ପରିଶୋଧ କରିବେ । ଋଣ ସୁଧ ଦେବେ ବ୍ୟାଙ୍କ ଅନୁସାରେ (6% ରୁ 7% ବାର୍ଷିକ)।
Example : 2
୩ କିଲୋ ୱାଟ ସୋଲାର ର ମୂଲ୍ୟ ୨୦୪୦୦୦ - ସରକାରୀ ରିହାତି ୧୩୮୦୦୦ = ୬୬୦୦୦ (ଇଷ୍ଟଲେସନ ପରେ ପରିଶୋଧ କରିବେ । ଋଣ ସୁଧ ଦେବେ ବ୍ୟାଙ୍କ ଅନୁସାରେ (6% ରୁ 7% ବାର୍ଷିକ)।
👆ଉପରୋକ୍ତ ଋଣ ପରିଶୋଧ କରିବା ଅବଧି ୧୦ ବର୍ଷ ପର୍ଯ୍ୟନ୍ତ ।
ଧନୀ ଗରିବ ସମସ୍ତେ ଏହାର ଲାଭ ନେଇ ପାରିବେ ।
Unit calculation








Comments
Post a Comment