PM ସୂର୍ଯ୍ୟ ଘର
PM ସୂର୍ଯ୍ୟ ଘର ପାଇଁ ଆବଶ୍ୟକ Documents କେବଳ ଜେରକ୍ସ କପି 1- Electricity bill 2- Adhar card 3- Pan Card 4- Bank Passbook 5- Photo 4 (copy) 6 - Mobile Number 7- Email ID ବିଦ୍ର: ଯାହାର ନାମରେ ବିଦ୍ୟୁତ୍ ବିଲ ଥିବ ସେହି ବ୍ୟକ୍ତିଙ୍କ ଡକ୍ୟୁମେଣ୍ଟ ଆମକୁ ଦେବେ । ବ୍ୟାଙ୍କ ରେ ଋଣ Sanction ହେଲା ପରେ ଜମି ପଟା ଜେରକ୍ସ କପି ଲାଗି ପାରେ ୧. ବ୍ୟାଙ୍କ ରେ ଲୋନ୍ Sanction ପାଇଁ Civel Score ଭଲ ଥିବା ଆବଶ୍ୟକ । ୨. ବିଦ୍ୟୁତ୍ ବିଲ ଦେୟ ₹ ୫୦୦ < ₹୧୫୦୦ ରୁ ଅଧିକ ବକେୟା ନ ଥିବା ଆବଶ୍ୟକ । 2 କିଲୋ ୱାଟ ସୋଲାର କୁ PRICE- 147000 (GOVERNMENT SUBSIDY RS-110000) 3 କିଲୋ ୱାଟ solar କୁ PRICE- 210000 (GOVERNMENT SUBSIDY RS-138000) ଯେଉଁ ଉପଭୋକ୍ତାଙ୍କ ବିଦ୍ୟୁତ୍ ସଂଯୋଗ ଉପରୋକ୍ତ ଆବେଦନ (2Kw, 3Kw ରୁ କମ କିଲୋ ୱାଟ load ହୋଇଥାଏ ତେବେ, ସେ ଉପଭୋକ୍ତା ତାଙ୍କର Load କିଲୋ ୱାଟ କୁ ବର୍ଦ୍ଧିତ କରିବାକୁ ହେବ Section Office ଯାଇ । ଆପଣ ମାନେ କେବଳ ଆମକୁ ପ୍ରଥମେ ଡକ୍ୟୁମେଣ୍ଟ ଦିଅନ୍ତୁ । Details DD Odia Tv Program PM Surya Ghara...

Comments
Post a Comment